ରାସ୍ତାନିର୍ମାଣ ଦାବିନେଇ ଅଭିନବ ପ୍ରତିବାଦ ଜଣାଇଲେ ସିଦ୍ଧେଶ୍ୱରପୁର ବାସୀ

ମାଲକାନଗିରି : ସାଧାରଣ ଲୋକଙ୍କ ମୌଳିକ ସୁବିଧା ଭାବରେ ଗମନାଗମନର ସୁ-ବନ୍ଦୋବସ୍ତ କରିବା ହେଉଛି ସରକାର ବା ପ୍ରଶାସନର ଦାଇତ୍ୱ। ମାତ୍ର ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା କୋରକୁଣ୍ଡା ବ୍ଲକ ତରଲାକୋଟା ପଞ୍ଚାୟତ ଅଧୀନ ସିଦ୍ଧେଶ୍ୱରପୁର ଗ୍ରାମରେ। ସ୍ୱାଧୀନତାର ୭୪ ବର୍ଷ ବିତିଯାଇଥିଲେ ମଧ୍ୟ ମୌଳିକ ସୁବିଧାରୁ ବଂଚିତ ଏହି ଗ୍ରାମବାସୀ। ଏହି ଗ୍ରାମରେ ପ୍ରାୟ ୩୦ରୁ ଅଧିକ ପରିବାର ରହି ଆସୁଛନ୍ତି। ବାଲିମେଳା-ମାଲକାନଗିରି ରାଜ୍ୟ ରାଜପଥରୁ … Continue reading ରାସ୍ତାନିର୍ମାଣ ଦାବିନେଇ ଅଭିନବ ପ୍ରତିବାଦ ଜଣାଇଲେ ସିଦ୍ଧେଶ୍ୱରପୁର ବାସୀ